Monday, 8 June 2026

ଶ୍ୟାମ ନାଗର ହେ କେମିତି ଏମିତି ଭୁଲିଲ

ଶ୍ୟାମ ନାଗର ହେ କେମିତି ଏମିତି ଭୁଲିଲ ତୁମ୍ଭ ରାଧା କିବା ଆଦୌ ନ ପଡେ ମନରେ ମଧୁର ବଂଶୀ କେଡେ ହେଲୁ ନିଷ୍ଠୁର ହୃଦୟ ରାଧା ଡାକ ଥରେ ନ ପଡିଲା ମୋ କର୍ଣ୍ଣରେ

No comments:

Post a Comment