Monday, 8 June 2026

ଅମୁଁହା ଦେଉଳରେ ଦିଅଁ ମୋ ଅନନ୍ତ

ଅମୁଁହା ଦେଉଳରେ ଦିଅଁ ମୋ ଅନନ୍ତ ଶୟନ ଶୁଖିଲା ଚନ୍ଦନ ପେଡି ମଉଳିଲା ଫୁଲ ମାଳ ଅନ୍ତ ହେଲା ମୋ କାଳ ଥରୁଟେ ନ ଭେଟିଲି ଏହି ମୁଢ ଅଜ୍ଞାନ ଆତ୍ମା ହୁଏ ଡହଳ ବିକଳ

No comments:

Post a Comment