A flower with 4 petals
Sunday, 7 June 2026
କାହା ଆଖିକୁ ଦିଶଇ ସୁଖ
କାହା ଆଖିକୁ ଦିଶଇ ସୁଖ କାହା ଆଖିକୁ ଦିଶେ ଦୁଃଖ ଅପଲକକୁ ସକଳ ଦିଶଇ ସଦା ମଙ୍ଗଳ କଳା ଶ୍ରୀମୁଖ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment