A flower with 4 petals
Sunday, 7 June 2026
ସତ୍ୟ ଧର୍ମ ଅହିଂସା କ୍ଷମା ପ୍ରେମ ସମଦର୍ଶୀ ଡୋଳା
ସତ୍ୟ ଧର୍ମ ଅହିଂସା କ୍ଷମା ପ୍ରେମ ସମଦର୍ଶୀ ଡୋଳା ଅପଲକ ଅଧାଗଢା ଶ୍ରୀଛନ୍ଦା ଚରଣକୁ ଝୁରି ମରୁଛି ଅଶେଷ ଜନ୍ମ ପାପ ଭାରରେ ମୋର ଭାରି ଗଣ୍ଠିଲି ଆସ ହେ ବନମାଳୀ ବାଇଶି ପାହାଚ ତଳେ ବସିଛି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment