Sunday, 7 June 2026

ଚକାଡ଼ୋଳାକୁ ଯାହାର ମନ ରସିଲା

ଚକାଡ଼ୋଳାକୁ ଯାହାର ମନ ରସିଲା ସେ ଅରକ୍ଷିତକୁ ଆଉ ନ ରୁଚଇ କିଛି ଅଧାଗଢା କରି ଯେଉଁ ବଢ଼େଇ ଗଢିଲା ଆଖି ଦୁଇଟା ଖଞ୍ଜିଛି ବହୁ ବାଛି ବାଛି

No comments:

Post a Comment