Sunday, 7 June 2026

କେତେ କଣ ଭାବି ଭାବି ଆସିଥିଲି

କେତେ କଣ ଭାବି ଭାବି ଆସିଥିଲି ଚକାଡ଼ୋଳାଙ୍କୁ ଚାହିଁ ସବୁ ଭୁଲଗଲି ଅଶେଷ ବ୍ରହ୍ମାଣ୍ଡ ହେଲା କୃଷ୍ଣ ମୟ ପାଦ ତଳେ କେବଳ ଶରଧା ବାଲି

No comments:

Post a Comment