Tuesday, 16 June 2026

ହେ ବାସୁଦେବ ମୁହିଁ କେବଳ ଛାୟାଟିଏ

ହେ ବାସୁଦେବ ମୁହିଁ କେବଳ ଛାୟାଟିଏ ତୁମ୍ଭେ ମୋର ଦେହ ଆତ୍ମା ଇନ୍ଦ୍ରିୟ ବୁଦ୍ଧି ଦିବସ ରଜନୀ ଝୁରି ମଲି ଛନ୍ଦା ଚରଣକୁ ତୁମକୁ ଭେଟିବା ପାଇଁକି କର କିଛି ବିଧି

No comments:

Post a Comment