Tuesday, 21 October 2025

ଅବଲୋକନ କରିଅଛ ସକଳ କୃଷ୍ଣ ଅବତାର

ଅବଲୋକନ କରିଅଛ ସକଳ କୃଷ୍ଣ ଅବତାର ହେ ରବି ସୁଧାକର ଉଦାର ନୁହନ୍ତି କି ମାଧବ ଛନ୍ଦା ପାଦ ଲୁଚାଇ ସେହି ଅଧାଗଢା ହେଲେ ହେ ଚକାଡୋଳା ଚକ୍ଷୁ ହୃଦକୁ କିମ୍ପା ନ ବାଧିବ

No comments:

Post a Comment