Wednesday, 8 July 2026

ବ୍ରହ୍ମଦାରୁ ବଡ ସିଂହାର ଶୋଭାକୁ ସ୍ମରଣ କରି ହୃଦରେ

ବ୍ରହ୍ମଦାରୁ ବଡ ସିଂହାର ଶୋଭାକୁ ସ୍ମରଣ କରି ହୃଦରେ ମଲ୍ଲି ଚମ୍ପା ତୁଳସୀ ଜୁଇରେ ଆଜାନୁ ମାଳା ଗୁନ୍ଥେ ମାଳି କରୁଣା ସମୁଦ୍ର ପୁରୁଷୋତ୍ତମ ମହାରାଜା ନୀଳାଦ୍ରୀନାଥ ଭେଟିଦେଲେ ଛନ୍ଦା ଚରଣେ ଆଶ୍ରା ଦେବେକି ବନମାଳୀ

No comments:

Post a Comment