Wednesday, 8 July 2026

ବୈଷ୍ଣବ ବେଦଜ୍ଞ ବ୍ରାହ୍ମଣ କଣ୍ଠରେ

ବୈଷ୍ଣବ ବେଦଜ୍ଞ ବ୍ରାହ୍ମଣ କଣ୍ଠରେ ବ୍ରହ୍ମ ଏକ ଅକ୍ଷର ଓଁ ବ୍ରହ୍ମ ଜ୍ଞାନୀ ନାରଦ ଗଣେଶ କଣ୍ଠରେ ବ୍ରହ୍ମ ବୀଣା ଝଙ୍କାର ନିଷ୍କାମ ପ୍ରେମ ନବଧା ଭକ୍ତିକୁ ବ୍ରହ୍ମ ଶ୍ରୀକୃଷ୍ଣ ମୁରଲୀ ସ୍ଵନ ମୋକ୍ଷ ସନ୍ୟାସ ଯୋଗକୁ ବ୍ରହ୍ମ ଶ୍ରୀରାମ କାର୍ମୁକ ଟଙ୍କାର

No comments:

Post a Comment