A flower with 4 petals
Wednesday, 8 July 2026
ବ୍ରହ୍ମଦାରୁ ବଡ ସିଂହାର ଶୋଭାକୁ
ବ୍ରହ୍ମଦାରୁ ବଡ ସିଂହାର ଶୋଭାକୁ ସ୍ମରଣ କରି ହୃଦରେ ମଲ୍ଲି ଚମ୍ପା ତୁଳସୀ ଜୁଇରେ ଆଜାନୁ ଦୀର୍ଘ ଗୁନ୍ଥେ ମାଳି କରୁଣା ସମୁଦ୍ର ପୁରୁଷୋତ୍ତମ ମହାରାଜା ନୀଳାଦ୍ରୀନାଥ ଭେଟିଦେଲେ ଛନ୍ଦା ଚରଣେ ଆଶ୍ରା ଦେବେକି ବନମାଳୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment