A flower with 4 petals
Thursday, 9 July 2026
ନୀଳାଦ୍ରିନାଥ ବଢ଼ାଇ
ନୀଳାଦ୍ରିନାଥ ବଢ଼ାଇ ଦିଅନ୍ତୁ ଥରେ ଛନ୍ଦା ଚରଣ ଆଖି ଲୁହରେ ପଖାଳି ଏହି ପତିତ ଲଭୁ କାରଣ ରୁକ୍ମଣୀ ହୃଦୟ ସଦୟ ନୋହିଲେ ଭାସି ମୁଁ ଗଲି ଦୁଆରେ କୋକେଇ ଧରି ବସିଅଛି ମୋ ମରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment