Thursday, 9 July 2026

ଶିରରେ ମୋର ଥରୁଟିଏ

ଶିରରେ ମୋର ଥରୁଟିଏ ହସ୍ତ ରଖନ୍ତୁ ହେ ମହାବାହୁ ଲଭି ଶୁଦ୍ଧ ଦେହ ସଭିଙ୍କୁ କହିବି ତୁମ୍ଭେ ପତିତପାବନ ଅଶେଷ ଯୋନିରେ ଭ୍ରମି ଛନ୍ଦା ଚରଣକୁ ଖୋଜୁଅଛି ଥରୁଟେ ଛୁଇଁଲେ ଜାଣିବି ବ୍ରହ୍ମଦାରୁ ରୁକ୍ମଣୀ ଜୀବନ

No comments:

Post a Comment