Wednesday, 27 May 2026

ପ୍ରାଣ ମିତଣୀରେ ଚାହାଁ ଚାହାଁ ଚାହାଁ ବ୍ରହ୍ମଦାରୁଙ୍କୁ

ପ୍ରାଣ ମିତଣୀରେ ଚାହାଁ ଚାହାଁ ଚାହାଁ ବ୍ରହ୍ମଦାରୁଙ୍କୁ ଅଖିଳ ଜୀବ ପିତା ମାତା ସମଦର୍ଶୀ ଚକାଡ଼ୋଳାଙ୍କୁ ରୁକ୍ମଣୀ ହୃଦ ରାମାନୁଜ ସୁଭଦ୍ରା ରାକ୍ଷୀ ଜଗନ୍ନାଥଙ୍କୁ ସୁଶୀତଳ ପ୍ରଶାନ୍ତ ମହାବାହୁ ଅଖିଳ ଛାତ ଛାୟାକୁ

No comments:

Post a Comment