Saturday, 30 May 2026

ଏସନ ଘୋଷ ଯାତ୍ରାରେ କମଳାକୁ ସାଥିରେ ନେବ

ଏସନ ଘୋଷ ଯାତ୍ରାରେ କମଳାକୁ ସାଥିରେ ନେବ ଗୋବିନ୍ଦ ହେ ତୁମ୍ଭେ ମୋର ଆତ୍ମା ହୃଦୟ ସ୍ପନ୍ଦନ ନଦିନ ଅପେକ୍ଷା ବଞ୍ଚି ଥାଉ ଥାଉ ମରଣ ସମାନ ସେବିକା ଆଖି ଲୁହ ମାପ ହେ ଯଶୋଦା ନନ୍ଦନ

No comments:

Post a Comment