Saturday, 30 May 2026

ହେ ଶ୍ୟାମ ସୁନ୍ଦର ଯଶୋଦା ଆରତୀ ଶ୍ରୀଗୀତଗୋବିନ୍ଦ

ହେ ଶ୍ୟାମ ସୁନ୍ଦର ଯଶୋଦା ଆରତୀ ଶ୍ରୀଗୀତଗୋବିନ୍ଦ ତୋ ପ୍ରେମ ସାଗରେ ବୁଡି ଯାଉଥିବି ଜୀବର ଜୀବନ ହେ ମଧୁସୂଦନ ମୁରଲୀ ଅଧର ରୁକ୍ମଣୀ ହୃଦୟ ଚନ୍ଦନ ମାଗୁଣି ମୋର ଏତିକି ଛନ୍ଦା ଚରଣେ ସଦା ଥିବ ମନ

No comments:

Post a Comment