Sunday, 31 May 2026

ତୋ କଳା ଶ୍ରୀମୁଖ ପୂର୍ଣ୍ଣିମା ଚନ୍ଦ୍ର

ତୋ କଳା ଶ୍ରୀମୁଖ ପୂର୍ଣ୍ଣିମା ଚନ୍ଦ୍ର ତୋ କଳା ଶ୍ରୀମୁଖ ବାଳ ଅରୁଣ ସଦା ତୋ ରୂପ ନୟନ ପଥରେ ମୂଢ଼ାତ୍ମା ଲଭିବ କି ଛନ୍ଦା ଚରଣ

No comments:

Post a Comment