Thursday, 28 May 2026

ମଙ୍ଗଳ ମଙ୍ଗଳ ସୁମଙ୍ଗଳ ମଙ୍ଗଳାକାର

ମଙ୍ଗଳ ମଙ୍ଗଳ ସୁମଙ୍ଗଳ ମଙ୍ଗଳାକାର ମଙ୍ଗଳମୟ ମଙ୍ଗଳାଳୟ ବ୍ରହ୍ମଦାରୁ ଚକାଡୋଳା ବଳଭଦ୍ର ସୁଭଦ୍ରା ଜଗନ୍ନାଥ ଶୋଳ କଳା ମଙ୍ଗଳେ ଅଇଲା ଉଷା ମଥାରେ ବାଳ ରବି ନୀଳ ନଭ ଶାଢ଼ୀ ନିଦ୍ରା ତେଜ ଅଖିଳ ମଙ୍ଗଳ ପ୍ରଣତି ବାଢ଼ନ୍ତି ପୁଷ ପକ୍ଷୀ କୁଳା

No comments:

Post a Comment