Monday, 25 May 2026

ଦାଢ୍ୟତା ଭକ୍ତି ବୋଲେ ଦେଖ ଦେଖ ଅତି ଉଚ୍ଚରେ

ଦାଢ୍ୟତା ଭକ୍ତି ବୋଲେ ଦେଖ ଦେଖ ଅତି ଉଚ୍ଚରେ ଗୋବିନ୍ଦ ତୁମ୍ଭେ ମୋର ପାପ ଆଖିକୁ କେବଳ ସପନ ମୋ ଲାଗି କୋକେଇ ସଜ ହେଲାଣି ହେ ବ୍ରହ୍ମଦାରୁ ଅଣ୍ଡାଳି ଚରଣ ନ ଛୁଇଁଲି ଅକାରଣ ସବୁ ଶାସ୍ତ୍ର ଜ୍ଞାନ

No comments:

Post a Comment