Saturday, 30 May 2026

ଓଁ ଶ୍ରୀ ସାଇରାମ ତୁମ୍ଭେ ଅବାରିତ କରୁଣା ବାରିଧାର

ଓଁ ଶ୍ରୀ ସାଇରାମ ତୁମ୍ଭେ ଅବାରିତ କରୁଣା ବାରିଧାର ମୁହିଁ ଜନ୍ମରୁ ଅଜ୍ଞାନ ସାଇକୃଷ୍ଣ ପ୍ରଭୁ ଦୃଷ୍ଟି ଶକ୍ତି ଦେଲ ଅତି ଦୃଢ଼ ମୋହ ଫାସରେ ପ୍ରାଣ କଣ୍ଠାଗ୍ରତ ହେଇଥିଲା ହେ ସକଳ ପ୍ରାରବ୍ଧ ବିଧ୍ଵଂସୀ ମୋର ସହଯାତ୍ରୀ ହେଲ

No comments:

Post a Comment