Thursday, 28 May 2026

ହେ ବନମାଳୀ ବାସୁଦେବ ବ୍ରହ୍ମଦାରୁ ରୁକ୍ମଣୀ ଆତ୍ମା

ହେ ବନମାଳୀ ବାସୁଦେବ ବ୍ରହ୍ମଦାରୁ ରୁକ୍ମଣୀ ଆତ୍ମା ମୋ ହୃଦ ଚୋରିକରି ହେଲ କିମ୍ପାଇଁ ଚକା ନୟନ ଛନ୍ଦାପାଦକୁ ଛାଡ଼ିବି ନାହିଁ ଅଶରଣ ଶରଣ ପଞ୍ଜର ଶୁଣିଛି ମାଧବ ସଦୟ ହୃଦୟ ଥରେ ଦିଅନ୍ତୁ ଦର୍ଶନ

No comments:

Post a Comment