Thursday, 28 May 2026

ଦେବକୀ ହୃଦୟ ପଦ୍ମ କୋଟି ଆରତି ନବଘନ କାଳିଆ

ଦେବକୀ ହୃଦୟ ପଦ୍ମ କୋଟି ଆରତି ନବଘନ କାଳିଆ ଯଶୋଦା ନୟନ ପିତୁଳା ସୁନା ସଙ୍ଖାଳି ରାଧା ମାଳିଆ କେବଳ ଆଖିରେ ଆଖିରେ ଥରେ ମିଳାଇଛି ମୋହିଲା ବ୍ରହ୍ମଦାରୁ ଚକାଆଖି ଚାନ୍ଦିରୂପା ସୁନା ନୀଳମଣି ଥାଳିଆ

No comments:

Post a Comment