Monday, 25 May 2026

ଅନନ୍ତ ବାସୁଦେବ ବାସୁକୀ ସାତଟି ଫେଣା ଯେଉଁ

ଅନନ୍ତ ବାସୁଦେବ ବାସୁକୀ ସାତଟି ଫେଣା ଯେଉଁ ଦୁଇ ଚକ୍ଷୁ ଦୁଇ କାନ ଦୁଇ ନାକ ପୁଡା ଏକ ମୁଖ ଫଣା ଛାୟାରେ ରୁକ୍ମଣୀ ନାଥ ଶାନ୍ତାକର ଶୟନ ଭଜ ଗୋବିନ୍ଦ ଛନ୍ଦା ଚରଣ ଲଭ ବ୍ରହ୍ମାନନ୍ଦ ସୁଖ

No comments:

Post a Comment