Friday, 29 May 2026

ମୋର ଦେହ ପଞ୍ଜୁରୀରେ ନାଲି ଥଣ୍ଟ ଶୁଆ କଳା ଶାରୀ

ମୋର ଦେହ ପଞ୍ଜୁରୀରେ ନାଲି ଥଣ୍ଟ ଶୁଆ କଳା ଶାରୀ ଦିବସ ରଜନୀ ଜପୁଥାନ୍ତି ମଧୁର ହରେ କୃଷ୍ଣ ହରେ ରାମ ଏଗାର ଇନ୍ଦ୍ରିୟ ପଚିଶ ପ୍ରକୃତି ବହୁତ ବଡ ମୋ ସଂସାର ଶୁଣିବାକୁ ଇଚ୍ଛା ଥିଲେ ବି ଶୁଣିପାରେ ନାହିଁ ବହୁତ କାମ

No comments:

Post a Comment