Friday, 29 May 2026

ଅସ୍ତାଚଳଗାମୀ ସୂର୍ଯ୍ୟ ସର୍ଵଦା ଅନ୍ତରୀକ୍ଷେ ବିରାଜ

ଅସ୍ତାଚଳଗାମୀ ସୂର୍ଯ୍ୟ ସର୍ଵଦା ଅନ୍ତରୀକ୍ଷେ ବିରାଜ ଯେସନେ ବୈଷ୍ଣବ ହୃଦୟେ ବ୍ରହ୍ମଦାରୁ ଦେବରାଜ କୃଷ୍ଣାଷ୍ଟମୀ ମଧ୍ୟରାତ୍ରି କୋଟି ପୂର୍ଣ୍ଣୀମା ଚନ୍ଦ୍ର ଆଭା ତକ୍ଷଣେ ଉଦ୍ଧରିଲେ ଗ୍ରାହ୍ୟଗ୍ରସ୍ତ ଆକୁଳ କରିରାଜ

No comments:

Post a Comment