Wednesday, 27 May 2026

ପୋଖରୀ ପଙ୍କରେ ଶ୍ରୀପତିଙ୍କୁ ପଶିବାକୁ ପଡିବ ବୋଲି

ପୋଖରୀ ପଙ୍କରେ ଶ୍ରୀପତିଙ୍କୁ ପଶିବାକୁ ପଡିବ ବୋଲି ଜାଣି ଜାଣି ଅଧାଗଢା ରହିଲ ହେ ଲକ୍ଷ୍ମୀ ସେବିତ ପାଦ ବନମାଳୀଙ୍କ ପସନ୍ଦ ପାଇଁକି କମଳ ମାଳ ଗୁନ୍ଥି ଆଣିଛି ପାଉଣା ଲାଗି ରାମ ବୋଲି ଥରେ କର ବଂଶୀ ନାଦ

No comments:

Post a Comment