Thursday, 28 May 2026

ରାଧେ ରାଧେ ବୋଲି ନ ଡାକରେ ମୁରଲୀ

ରାଧେ ରାଧେ ବୋଲି ନ ଡାକରେ ମୁରଲୀ ନ ଡାକ ମୁରଲୀରେ ପ୍ରାଣ ହୋଇଲା ଅଧା ଶାଶୁ ନଣନ୍ଦଙ୍କ କଟାକ୍ଷ ଆକଟ ଅତି ଉତ୍କଟ ଶ୍ୟାମ ଆତ୍ମା ନ ଜାଣନ୍ତି କି ରାଧାର ବାଧା

No comments:

Post a Comment