Friday, 29 May 2026

ମନ ଆଉ ବୁଦ୍ଧି ଏହି ଦି ପାଦରେ ଚଳେ ସଂସାର

ମନ ଆଉ ବୁଦ୍ଧି ଏହି ଦି ପାଦରେ ଚଳେ ସଂସାର ତୁମ୍ଭଙ୍କୁ କିବା ଅଜ୍ଞାତ ବନମାଳୀ ଦାମୋଦର ମାଧବ ହେ କୃଷ୍ଣ ବ୍ରହ୍ମଦାରୁ ହେ ମହାବାହୁ ହେ ଚକାଡୋଳା ଛନ୍ଦା ପାଦକୁ ଆଶ୍ରା କରିଛି ଭଵ ବାଧା ନ ବାଧିବ

No comments:

Post a Comment