Thursday, 28 May 2026

ଗୁରୁ ଗୋ ବ୍ରାହ୍ମଣ କେବେ ସେବି ନାହିଁ ମୁହିଁ ମୂଢ଼

ଗୁରୁ ଗୋ ବ୍ରାହ୍ମଣ କେବେ ସେବି ନାହିଁ ମୁହିଁ ମୂଢ଼ ମୁହିଁ ପାମର କେବେ ଚିନ୍ତି ନାହିଁ ଗୋବିନ୍ଦ ଚରଣ ପିତା ମାତା ଦୁଃଖି ରୋଗୀ ଅସହାୟ ସେବି ନାହିଁ ତ୍ରାହି ମାଂ ଅଶରଣ ଶରଣ ବ୍ରହ୍ମଦାରୁ ପତିତପାବନ

No comments:

Post a Comment