Wednesday, 27 May 2026

ହେ ଗୋବିନ୍ଦ ଦାମୋଦର ମାଧବ ମୋତେ ତୁମ୍ଭେ ବଞ୍ଚା

ହେ ଗୋବିନ୍ଦ ଦାମୋଦର ମାଧବ ମୋତେ ତୁମ୍ଭେ ବଞ୍ଚା ଅଗାଧ ଅକୂଳ ଭବ ସମୁଦ୍ରରେ ମୋର ପ୍ରାଣ ଉବୁ ଟୁବୁ ହେ ବ୍ରହ୍ମଦାରୁ ଅଧାଗଢା ମହାବାହୁ ଜଗନ୍ନାଥ ଚକାଡୋଳା ମହାପାତକୀକୁ ଅଶରଣ ଶରଣ ଛନ୍ଦାପାଦେ ଆଶ୍ରା ଦେବୁ

No comments:

Post a Comment