Tuesday, 26 May 2026

ନୀଳ ଆକାଶ ତୁମ୍ଭ ଶରୀର ହେ ଜଗନ୍ନାଥ

ନୀଳ ଆକାଶ ତୁମ୍ଭ ଶରୀର ହେ ଜଗନ୍ନାଥ ଜଳ ବାୟୁ ଭୂମି ଅଗ୍ନି ତୁମ୍ଭ ଦୃଢ଼ ଆଲିଙ୍ଗନ ଚନ୍ଦ୍ର ରବି ତୁମ୍ଭ ଦୁଇ ନୟନ ହେ ବ୍ରହ୍ମଦାରୁ ତୁମ୍ଭେ ବିଷ୍ଣୁ ମୂଳବ୍ରହ୍ମ ଭକ୍ତି ଆତ୍ମା ନିବେଦନ

No comments:

Post a Comment