Wednesday, 27 May 2026

ସିଂହଦ୍ୱାରର ପିଞ୍ଜରାରେ ଦିବ୍ୟ ଆତ୍ମା ଶୁକ ଶାରୀ

ସିଂହଦ୍ୱାରର ପିଞ୍ଜରାରେ ଦିବ୍ୟ ଆତ୍ମା ଶୁକ ଶାରୀ ଡାକନ୍ତି ଶ୍ରୀକ୍ଷେତ୍ର ରାଣୀ ଆସ ଆରତୀ ଥାଳ ଧରି ନଦିନ ଗୁଣ୍ଡିଚାଯାତ୍ରା ସାରି ସିଂହଦ୍ୱାରରେ ତିନି ରଥ ପାଛୋଡ଼ି ଆଣ ଚତୃର୍ଦ୍ଧା ରତ୍ନ ସିଂହାସନ ଯାଉ ଭରି

No comments:

Post a Comment