Sunday, 24 May 2026

ଅରୂପ ଅଲେଖଙ୍କ ଭଜନ କେମିତି କରିବି

ଅରୂପ ଅଲେଖଙ୍କ ଭଜନ କେମିତି କରିବି ଆହେ ବ୍ରହ୍ମଦାରୁ ଚକାଆଖି କହିଦିଅ ପଥ ଅଦୃଶ୍ୟ ଅଶୁଣା ଛନ୍ଦା ଚରଣରେ ଲୋଟିବି ଗୋବିନ୍ଦ ହେ ପୂର୍ଣ୍ଣହେବ ରାମ ମନୋରଥ

No comments:

Post a Comment