Monday, 25 May 2026

ତୁମ୍ଭ ଉପରେ ଅଭିମାନ କିମ୍ପାଇଁ କରିବି ହେ ଚକାଡୋଳା

ତୁମ୍ଭ ଉପରେ ଅଭିମାନ କିମ୍ପାଇଁ କରିବି ହେ ଚକାଡୋଳା ମୋଠାରୁ ବଡ଼ ପାପୀ ଆଉ ମହୀରେ କେହି ନ ଥିବ ଜଣେ ଚବିଶ ଅବତାରଙ୍କ ଦୟା ପଣ ଶୁଣି ଲୋଭ କୂଳ ନ ପାଏ କାଣିଚାଏ କରୁଣା ପାଇଁକି ଶିରକୁ ପାତିଛି ଛନ୍ଦା ଚରଣେ

No comments:

Post a Comment