Monday, 25 May 2026

ମଉନ ମୁଁହା ସେହି ମନ୍ତର କଲେ କେଜାଣି

ମଉନ ମୁଁହା ସେହି ମନ୍ତର କଲେ କେଜାଣି ହୃଦୟରୁ କାମ କ୍ରୋଧ ପାପ ହୋଇଲା ଛାଣି ଅପଲକ ଚକ୍ଷୁ ସେହି ଢାଳି କି ମନ୍ତର କଲେ ଛନ୍ଦା ଚରଣ ଆଡକୁ ମନ ହୋଇଯାଏ ଟାଣି

No comments:

Post a Comment