Thursday, 28 May 2026

ଚକାଡୋଳା ହେ କୁହୁକ ଆଖି ଦୁଇଟି କାହୁଁ ଆଣିଲ

ଚକାଡୋଳା ହେ କୁହୁକ ଆଖି ଦୁଇଟି କାହୁଁ ଆଣିଲ ଅଧାଗଢା ହୋଇକରି ଏଡ଼େ ହୁନ୍ଦର କିପରି ଜାଣିଲ ମୁହିଁ ନୁହେଁ ଏକା ଯିଏ ଅଭିଯୋଗ ଅଭିମାନ କରେ ଆହାଃ ଯାହାକୁ ଚାହିଁଲ କଟାକ୍ଷରେ ହୃଦୟ ହାଣିଲ

No comments:

Post a Comment