Friday, 29 May 2026

ବାଟରେ ଘାଟରେ ରାଧା ରାଧା ରାଧା ବୋଲି

ବାଟରେ ଘାଟରେ ରାଧା ରାଧା ରାଧା ବୋଲି ପ୍ରାଣ ଖିଆ ମୂରଲୀରେ ଆଉ ବାଜନା ବାଜନା ଲୋକହସା ହେବି କୃଷ୍ଣ ପ୍ରେମ ସୁମରି କାନ୍ଦିବି ବଂଶୀ ସତେ କିବା ଭେଟିବି ନନ୍ଦ ସୁତ କାହ୍ନା

No comments:

Post a Comment