Saturday, 30 May 2026

ଆଉ କିଵା କରିଥାନ୍ତି ମୋ ବଉଳ ଲୋ

ଆଉ କିଵା କରିଥାନ୍ତି ମୋ ବଉଳ ଲୋ ମୁହିଁ ବିକି ଦେଇଛି ଆତ୍ମା ଚକାଡ଼ୋଳାଙ୍କୁ ତାଙ୍କ ଛନ୍ଦା ଚରଣ ଛୁଇଁ ହେଲି କୁଳଟା ମହାବାହୁ ଛାୟାରେ କାଟିଦେବି କାଳକୁ

No comments:

Post a Comment