Friday, 29 May 2026

ଅତି ଅସହାୟ ଅବସ୍ଥା ନିଶ୍ଚୟ ଦିଶୁଥିବ ଚକାଆଖକୁ

ଅତି ଅସହାୟ ଅବସ୍ଥା ନିଶ୍ଚୟ ଦିଶୁଥିବ ଚକାଆଖକୁ ଶୁଭୁ ଥାଇପାରେ ନ ପାରେ ମୋର ଆକୁଳ ପ୍ରାର୍ଥନା କେବଳ ଅଭୟ ଛନ୍ଦା ଚରଣରେ ଥରୁଟିଏ ଲୋଟିବି ରୁକ୍ମଣୀ ଜୀବନ ହେ ତୁମ୍ଭେ କି ମୋ ଅନ୍ତର ଜାଣନା

No comments:

Post a Comment