Wednesday, 27 May 2026

ବସୁଦେବ ମସ୍ତକ ଟୋକେଇରେ ସ୍ୱୟଂ ନାରାୟଣଙ୍କୁ ଦେଖି

ବସୁଦେବ ମସ୍ତକ ଟୋକେଇରେ ସ୍ୱୟଂ ନାରାୟଣଙ୍କୁ ଦେଖି ବୈଷ୍ଣବ ଉଗ୍ରସେନ ଆତ୍ମା ବ୍ରହ୍ମାନନ୍ଦ ରୂପରେ ହେଲା ଲୀନ ଘର୍ମ ପୂରିତ ରୋମାଞ୍ଚିତ ଶରୀର ପୁଲକିତ ପ୍ରାଣ ରୂଦ୍ଧ କଣ୍ଠ ଗାଇ ଉଠିଲା ଗୋବିନ୍ଦ ଦାମୋଦର ମାଧବ ତୋର ସନ୍ତାନ

No comments:

Post a Comment