Thursday, 28 May 2026

ଭାଇ ହାତରେ ଭଉଣୀର ରାକ୍ଷୀଟିଏ ସମ

ଭାଇ ହାତରେ ଭଉଣୀର ରାକ୍ଷୀଟିଏ ସମ ମହାବାହୁରେ ବାନ୍ଧିଅଛୁ ଏହି ବିଶ୍ୱ ବ୍ରହ୍ମାଣ୍ଡ ଗୋବିନ୍ଦ ମାଧବ ଦାମୋଦର ଛନ୍ଦା ଚରଣ ତୁହି ମୋ ସର୍ବସ୍ବ କାରୁଣ୍ୟ କୋଦଣ୍ଡ ରାମ

No comments:

Post a Comment