Thursday, 28 May 2026

ତୁମେ ହିଁ ଏକା ଅନାଥର ନାଥ ହେ ଜଗନ୍ନାଥ

ତୁମେ ହିଁ ଏକା ଅନାଥର ନାଥ ହେ ଜଗନ୍ନାଥ ହେ ବ୍ରହ୍ମଦାରୁ ଜଗନ୍ନାଥ ତୁମେ ଏକା ବିଶ୍ୱନାଥ ତୁମ୍ଭେ ହିଁ ଏକା ଇହ ପର କାଳ ଜୀବନ ନାଥ ହେ ଅଶରଣ ଶରଣ ରକ୍ଷ ମାଂ ରୁକ୍ମଣୀ ନାଥ

No comments:

Post a Comment