Tuesday, 26 May 2026

ମହାଲକ୍ଷ୍ମୀ ହୃଦୟ ବ୍ରହ୍ମାନନ୍ଦ ଲୀଳାନିଧି

ମହାଲକ୍ଷ୍ମୀ ହୃଦୟ ବ୍ରହ୍ମାନନ୍ଦ ଲୀଳାନିଧି ହରେ କୃଷ୍ଣ ହରେ ରାମ ସୁଧା ପଶରା କ୍ଷୀର ସର ଖିଆ ଅତୀବ ଚିକ୍କଣ ଦେହ ସ୍ୱୟଂ ଧରାଦିଅ ହେ କୃଷ୍ଣ ବଡ ଖସରା

No comments:

Post a Comment