Thursday, 28 May 2026

ଆଗୋ ଅଖିଳ ଜନନୀ ବିଷ୍ଣୁଙ୍କ ପାଟରାଣୀ

ଆଗୋ ଅଖିଳ ଜନନୀ ବିଷ୍ଣୁଙ୍କ ପାଟରାଣୀ ମାଆ ଗୋ ସମ୍ଭାଳ ତୁମ୍ଭର ମୁରଲୀ ପାଣିକି ମନଟିକୁ ଚୋରିକରି ଆଣିଛନ୍ତି ଶ୍ରୀଠାକୁରାଣୀ ବଡ଼ ଅଭାବି ହଟହଟା କରନ୍ତି ଜାଣି ଜାଣିକି

No comments:

Post a Comment