Saturday, 30 May 2026

ମୋହନ ପ୍ରିୟ ବଂଶୀରେ

ମୋହନ ପ୍ରିୟ ବଂଶୀରେ ତୁ ଆଉ ବାଜନା ବାଜନା ବାଜନା ଶ୍ରୀରାଧା ଚିତ୍ତ ଚୋର ମୋହନ ସମ ତୁହିରେ କିମ୍ପା ବୁଝୁନା ଭକତ ଭକତି ଡୋରିରେ ବନ୍ଧା ଶ୍ୟାମ ଆଉ କି ଫେରିବେ ନିର୍ଦ୍ଦୟ ହୃଦୟ ମଧୁର ବଂଶୀ ତୁ କଟାଘାରେ ଚୁନ ଲଗାନା

No comments:

Post a Comment