Monday, 25 May 2026

ବସନ ବାସନ ଆସନ ବେସନ

ବସନ ବାସନ ଆସନ ବେସନ ତୁମର କେଉଁଥିରେ ରୁଚି ନାହିଁ ଜନ୍ମକାଳରୁ ତୁମକୁ ଦେଖୁଅଛି ମଙ୍ଗଳ ଡୋଳାରେ ଅଛ ଚାହିଁ

No comments:

Post a Comment