Friday, 29 May 2026

ବ୍ରହ୍ମଦାରୁ ଘୋର ମାୟା

ବ୍ରହ୍ମଦାରୁ ଘୋର ମାୟା ସଂସାରର ଜଡ଼ ଅଧାଗଢା ପ୍ରତିଟି ଜୀବ ଜୀବନର ମୋଡ଼ ପାଦ ପାଦକୁ ଚକାଡୋଳାଙ୍କ କରୁଣା ଦୃଷ୍ଟି ଜଗନ୍ନାଥ ପ୍ରସାରିବେ ଭୁଜ ବଢିଗଲେ ଭିଡ଼ 🙏🙏🙏

No comments:

Post a Comment