Wednesday, 27 May 2026

ହେ ଗୋବର୍ଦ୍ଧନ ପର୍ବତ ଟେକା ଗୋରୁ ଗୋପ ମଙ୍ଗଳ

ହେ ଗୋବର୍ଦ୍ଧନ ପର୍ବତ ଟେକା ଗୋରୁ ଗୋପ ମଙ୍ଗଳ ହେ ମହାବାହୁ ନିରାପଦ ଛାଇ ତଳକୁ ଅନାଥକୁ ଡାକ ମଥୁରା ଦ୍ୱାରିକା ଲୀଳା ଅନ୍ତେ ହେଲ ବ୍ରହ୍ମଦାରୁ ଚତୃର୍ଦ୍ଧା ହେ ଅଧାଗଢା ଛନ୍ଦା ଚରଣେ ଦିଅ ଆଶ୍ରା ମାଗେ ଭିକ

No comments:

Post a Comment