Wednesday, 27 May 2026

ଜୀବ ଇଡା କହେ କୃଷ୍ଣ କୃଷ୍ଣ କୃଷ୍ଣ

ଜୀବ ଇଡା କହେ କୃଷ୍ଣ କୃଷ୍ଣ କୃଷ୍ଣ ପିଙ୍ଗଳା କହେ ରାଧା ରାଧା ରାଧା ସୁଷୁମ୍ନା କହେ ଉର୍ଦ୍ଧ୍ୱେ ବାହୁ ତୋଳ ସହସ୍ର ଦଳ କମଳରେ ଗଢା ଅଧା

No comments:

Post a Comment