Wednesday, 27 May 2026

ପ୍ରତିପଦା ଚନ୍ଦ୍ରମା ଯେହ୍ନେ ବଢେ ମୋର ଲୋଭ

ପ୍ରତିପଦା ଚନ୍ଦ୍ରମା ଯେହ୍ନେ ବଢେ ମୋର ଲୋଭ ଥରେ ଛୁଇଁବାକୁ ବ୍ରହ୍ମଦାରୁ ଅଧାଗଢା ଶ୍ରୀଗୋବିନ୍ଦ ଭକ୍ତିପୁଷ୍ପ ଦଶବିଧ ମୋ ମନ ଉପବନରେ ଦୁର୍ଲଭ ମୁହିଁ ମହାପାପୀ କିବା ଦେଇ ପୂଜିବି ଛନ୍ଦା ପାଦ

No comments:

Post a Comment